ପଦ୍ମପୁର ଉପନିର୍ବାଚନ: ନିର୍ବାଚନ ଲଢ଼ିବେ ୧୧ ପ୍ରାର୍ଥୀ,୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କର ନାମାଙ୍କନ ଆଜି ଯାଞ୍ଚ ସରିଛି। ପ୍ରାର୍ଥିପତ୍ର ଯାଞ୍ଚ ସରିବା ପରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। ନାମାଙ୍କନ ନାକଚ ହୋଇଥିବା ପ୍ରାର୍ଥୀ ହେଲେ ଜୟନ୍ତ ଥପା ଓ ଦେବବ୍ରତ ସୁନାନୀ। ଉଭୟ ଜୟନ୍ତ ଓ ଦେବଦତ୍ତ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ରିଟର୍ଣ୍ଣି ଅଧିକାରୀ ତ୍ରିଲୋଚନ ପାତ୍ର ଏହି ସୂଚନା … Continue reading ପଦ୍ମପୁର ଉପନିର୍ବାଚନ: ନିର୍ବାଚନ ଲଢ଼ିବେ ୧୧ ପ୍ରାର୍ଥୀ,୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ